Download Now Banner

This browser does not support the video element.

ପାଟଣାଗଡ: ନାବାଳିକା ର ତଣ୍ଟି କାଟି ଫେରାର ଥିବା ପଣ୍ତିରୀପାଣି ର ଅଭିଯୁକ୍ତ ବିଷ ପିଇ ପାଟଣାଗଡ଼ ଡ଼ାକ୍ତରଖାନାରେ ଭତ୍ତି

Patnagarh, Balangir | Aug 22, 2025
ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରାହା ଗ୍ରାମର ଜନୈକା ନାବାଳିକା ର ତଣ୍ଟି କାଟି ଫେରାର ମାରିଥିଲା ଅଭିଯୁକ୍ତ ।ଅଭିଯୁକ୍ତ ଜଣକ ହେଲାଲରମ୍ଭା ଥାନା ଅନ୍ତର୍ଗତ ପଣ୍ତିରୀପାଣି ର ହଳଧର ବରିହା ।ଶୁକ୍ରବାର ମଧ୍ୟାହ୍ନରେ ହଳଧର ବିଷ ପାନ କରି ପାଟଣାଗଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଏ ।
Read More News
T & CPrivacy PolicyContact Us