Download Now Banner

This browser does not support the video element.

ଅନୁଗୋଳ: ପିଟିସି ଛକ ନିକଟରେ ଦୁର୍ଘଟଣାରେ ଜଣେ ଗୁରୁତର; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Anugul, Angul | Sep 1, 2025
ଅନୁଗୋଳ ଥାନା ଅନ୍ତର୍ଗତ ପିଟିସି ଛକ ନିକଟରେ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣଙ୍କ ଅନୁଗୋଳ ସଦର ଥାନା ଅନ୍ତର୍ଗତ ଗୋଡିସାହିର ବିନୋଦ ବାରିକ (୩୫) ବୋଲି ଜଣା ପଡ଼ିଛି। ବିନୋଦ ନାଲକୋ ଆଡୁ ଆସୁଥିବା ବେଳେ ପିଟିସି ଛକ ନିକଟରେ ଗୋଟିଏ ଟ୍ରକକୁ ଓଭରଟେକ୍ କରୁଥିବା ବେଳେ ଟ୍ରକ ସହିତ ଦୁର୍ଘଟଣା ହୋଇଥିଲା। ଫଳରେ ଗୁପ୍ତାଙ୍ଗରଗଭୀର ଆଘାତ ଲାଗିଛି।ଘଟଣା ସ୍ଥଳରେ ଟ୍ରକ ଚାଳକ ଜଣଙ୍କ ବ୍ରେକ ଦେବାରୁ ବିନୋଦ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତୁରଙ୍ଗ ସରପଞ୍ଚ ଓ ଅନ୍ୟ କିଛି ବ୍ୟକ୍ତି ଏକ ଅଟୋରେ ଧରି ଜିଲ୍ଲା
Read More News
T & CPrivacy PolicyContact Us