This browser does not support the video element.
କଣ୍ଟାମାଳ: ଅବକାରୀ ମୋବାଇଲ ସ୍କ୍ୱାଡ଼ ପକ୍ଷରୁ ବାଦୀକଟା ଗ୍ରାମରୁ ଦେଶୀ ମଦ ଜବତ ଅଭିଯୁକ୍ତ ଗିରଫ
Kantamal, Boudh (Bauda) | Aug 30, 2025
ଦେଶୀ ମଦ ଜବତ ଅଭିଯୁକ୍ତ ଗିରଫ ବୌଦ୍ଧ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ବାଉଁଶୁଣି ଥାନା ଵାଦିକଟା ଗ୍ରାମ୍ୟ ରାସ୍ତାର ଶିଶିର ମହାକୁଡ଼ ନିକଟରୁ ୨୬ ଲିଟର ଦେଶୀ ମଦ ଜବତ କରିବା ସହ ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଏସ ଆଇ ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି