This browser does not support the video element.
ଆଳି: ଗଞ୍ଜା ଗାଁର ହରିନାମ ସଂକ୍ରିତନ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଲେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ
Aali, Kendrapara | Apr 22, 2024
ଆଜି ସନ୍ଧ୍ୟାରେ ରାଜକନିକା ଜାଗୁଳାଇପଡା ପଞ୍ଚାୟତ ଗଞ୍ଜା ଗାଁରେ ଅନୁଷ୍ଠିତ ହରିନାମ ସଂକ୍ରିତନ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ, ତାଙ୍କ ସହିତ ଜାଗୁଳାଇପଡା ସରପଞ୍ଚ ଓ ଅନ୍ୟ ନେତୃମଣ୍ଡଳୀ ଯୋଗଦେଇଥିବା ଦେଖିବାକୁ ମିଳିଛି। ଅନୁଷ୍ଠାନ ପକ୍ଷରୁ ମନ୍ତ୍ରୀ ଶ୍ରୀଯୁକ୍ତ ଦେବଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଛି। ଏହି ପରିପେକ୍ଷୀରେ ମନ୍ତ୍ରୀ ଅଞ୍ଚଳ ବାସି ଓ ଅନୁଷ୍ଠାନର ସଦଶ୍ୟ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିବା ଜଣାପଡିଛି।