This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ଗଙ୍ଗାଧର ମଣ୍ଡପ ରେ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନ ପାଳିତ
Sambalpur M, Sambalpur | Aug 1, 2025
ମହାନଗର ନିଗମ ଅନ୍ତର୍ଗତ ଗଙ୍ଗାଧର ମଣ୍ଡପ ରେ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନ ପାଳିତ ହେଇଯାଇଛି l ଏହି ଅବସର ରେ ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ରବି ନାଏକ, ଏସପି, ଜିଲ୍ଲାପାଳ, କମିଶନର ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ କୃତି ପ୍ରତିଯୋଗିମାନଂକୁ ପୁରସ୍କୃତ କରାଯାଇଥିଲା l ଏହି ଅବସର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l କିଛି ବ୍ୟକ୍ତି ବିଶେଷ ଙ୍କୁ ସଂମ୍ମାନିତ କରାଯାଇଥିଲା lଏହି କାର୍ଯ୍ୟକ୍ରମ ଟି ସକାଳ 10ଟାରୁ ଆରମ୍ଭ ହେଇ ରାତି 10ଟା ପର୍ଯ୍ୟନ୍ତ ଚାଲିଥିଲା l