Download Now Banner

This browser does not support the video element.

ଦେବଗଡ: ରିଆମାଳ ବନାଂଚଳର ବିଭିନ୍ନ ଅଂଚଳରେ ୭୦ ହାତୀ ରହିଥିବା ବେଳେ ଜାରି ରହିଛି ଉପଦ୍ରବ

Debagarh, Debagarh (Deogarh) | Aug 23, 2025
ରିଆମାଳ ବନାଞ୍ଚଳର ବିଭିନ୍ନ ଅଂଚଳରେ ଶନିବାର ୭୦ ଗୋଟି ହାତୀ ରହିଥିବା ବେଳେ ଦିନ ତମାମ ବିଭିନ୍ନ ସ୍ଥାନରେ ଉପଦ୍ରବ ଜାରି ରହିଥିବା ଜଣାପଡିଛି । ବିଶେଷ କରି ରାତିରେ ହାତୀ ପଲ ଜଙ୍ଗଲରୁ ବାହାରି ଉପଦ୍ରବ କରୁଥଥିବା ନେଇ ରାତି ୧୦ ଟାରେ ବନବିଭାଗ ଠାରୁ ସୂଚନା ମିଳିଛି। ହାତୀ ଉପଦ୍ରବ ଯୋଗୁଁ ଉକ୍ତ ଅଞ୍ଚଳର ଅନେକ ସ୍ଥାନରେ ଧାନ ଚାଷ ନଷ୍ଟ ହେଉଥିବା ବେଳେ ସ୍ଥାନୀୟ ଲୋକ ଭୟଭୀତ ଅଛନ୍ତି ।
Read More News
T & CPrivacy PolicyContact Us