This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଅପହଞ୍ଚ ଲଡୀ ପଦର ଗାଁ ସ୍କୁଲ ପରିଦର୍ଶନ କରି ପ୍ରଶଂସିତ ହେଉଛନ୍ତି ଜିଲ୍ଲା ଶିକ୍ଷାଧିକାରୀ
Nabarangapur PS, Nabarangpur | Sep 12, 2025
ଅପହଞ୍ଚ ଲଡୀ ପଦର ଗାଁ ସ୍କୁଲ ପରିଦର୍ଶନ କରି ପ୍ରଶଂସିତ ହେଉଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଛତ୍ରପତି ସାହୁ ଆଜି ତେନ୍ତୁଳୀଖୁଣ୍ଟି ବ୍ଲକ ର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି, ବଣ ପାହାଡ଼ ଘେରା ଲଡୀ ପଦର ସ୍କୁଲ କୁ ପହଂଚିବା ପାଇଁ ଅଧାବାଟ ବାଇକରେ ପରେ ବାଇକ ମଧ୍ୟ ଯିବା କଷ୍ଟକର ହେବା ରୁ ପାଦ ଚଲା ରାସ୍ତାରେ ଚାଲି ଚାଲି ଗାଁ ସ୍କୁଲ କୁ ପହଂଚିଥିଲେ ଜିଲ୍ଲା ଶିକ୍ଷାଧିକାରୀ