Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ଜିଲ୍ଲା ସୁନାବେଡା ପୌର ପରିଷଦ ଅନ୍ତର୍ଗତ ୨୦ ନମ୍ବର ୱାର୍ଡ କୋଣ୍ଡା ପାବ୍ଲି ବାସିନ୍ଦାଙ୍କ ଘର ପଟ୍ଟା ପାଇଁ ନିବେଦନ

Koraput Town, Koraput | Sep 8, 2025
କୋରାପୁଟ ଜିଲ୍ଲା ସୁନାବେଡା ପୌର ପରିଷଦ ଅନ୍ତର୍ଗତ ୨୦ ନମ୍ବର ୱାର୍ଡ କୋଣ୍ଡା ପାବ୍ଲି ବାସିଙ୍କ ସ୍ଥାୟୀ ପଟ୍ଟା ପାଇଁ ନିବେଦନ କରିଛନ୍ତି। ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ଦିନ ହେଲାଣି ପାନୀୟ ଜଳ ସହ ବାଦ୍ୟୁତ ସେବା ଥିବା ବେଳେ ଆଜି ପର୍ଯ୍ୟନ୍ତ ଯାଗା ପଟ୍ଟା ମିଳି ପାରିନାହିଁ। ସୋମବାର ତହସିଲ କାର୍ଯ୍ୟାଲୟର ଅଧିକାରୀ ମାନେ ଆସି କୋଣ୍ଡା ପାବ୍ଲିରେ ଘର  ମାପଜୁପ କରୁଥିବା ଦେଖି ବସବାସ କରୁଥିବା ଅଞ୍ଚଳ ବାସୀ ସନ୍ଦେହ ଘେରାରେ ରହିଥିଲେ। ବିନା କୈଣସି ପୁର୍ବ ସୂଚନାରେ ଘର ମାପଚୁପ କରିଥିବାରୁ ଲୋକେ ଆଶଙ୍କାରେ ରହିଥିବା ପ୍ରତିକ୍ରିୟା ରଖିଛନ୍ତି।
Read More News
T & CPrivacy PolicyContact Us