This browser does not support the video element.
ନୟାଗଡ: ଜିଲ୍ଲମୁଖ୍ୟ ପୋଲିସ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପୋଲିସ ବିଭାଗରେ ଆଲୋଚନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ
Nayagarh, Nayagarh | Aug 30, 2025
ଜିଲ୍ଲା ପୋଲିସ ବିଭାଗରେ ଆଲୋଚନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ। ସୂଚନା ମୁତାବକ ଆଜି ପୂର୍ବାହ୍ନ 11 ଘଟିକା ସମୟରେ ଜିଲ୍ଲା ପୋଲିସ କାର୍ଯ୍ୟଳୟ ପରିସରରେ ଏସିପୀ ଏସ ସୁଶ୍ରୀ ଙ୍କ ଅଧକ୍ଷତାରେ ଏକ ଆଲୋଚନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ସୂଚନା ଥାଉକି କିଭଳି ଭାବେ ଜିଲ୍ଲାର ସମସ୍ତ ଥାନାରେ ସଠିକ୍ ଭାବେ କାମ ରହିଛି, କିଭଳି ଭାବେ ଲୋକ ମାନଙ୍କ ଅଭିଯୋଗ କୁ ପୋଲିସ ବିଭାଗ ସୁଛୁଚି ସେ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲାର ପୋଲିସ ବିଭାଗର ବରିଷ୍ଟ ଥାନା ଅଧିକାରୀ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।