Install App
shantanupanda7
This browser does not support the video element.
ବଡସାହି: ବେତନଟୀର ବରିଷ୍ଠ ଆଇଏଏସ ଅଧିକାରୀ ଗିରିଶଚନ୍ଦ୍ର ମୁର୍ମୁଙ୍କ ସାନଭାଇ ଶିରୀଶଚନ୍ଦ୍ର ମୁର୍ମୁ ହେଲେ ଭାରତୀୟ ରିଜର୍ଭବ୍ୟାଙ୍କର ଡେପୁଟି ଗଭର୍ଣ୍ଣର
Barsahi, Mayurbhanj | Sep 29, 2025
ବେତନଟୀର ବରିଷ୍ଠ ଆଇଏଏସ ଅଧିକାରୀ ତଥା ଭାରତର ପୂର୍ବତନ ସିଏଜି ଏବଂ ଜମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଗିରିଶଚନ୍ଦ୍ର ମୁର୍ମୁଙ୍କ ସାନଭାଇ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡେପୁଟି ଗଭର୍ଣ୍ଣରଭାବେ ନିଯୁକ୍ତି ନେଇ ସୋମବାର ଅପରାହ୍ନ ୩ଟାରେ କେନ୍ଦ୍ରସରକାର ଘୋଷଣା କରିଛନ୍ତି l ୧୯୯୧ ମସିହାରୁ ଶିରୀଶ ଚନ୍ଦ୍ର ମୁର୍ମୁ ଭାରତୀୟ ରିଜର୍ଭ ବ୍ୟାଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱରେ ରହି ଆସିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!