This browser does not support the video element.
ଫୁଲବାଣୀ ସହର: ହାତୀମୁଣ୍ଡାର ଗଞ୍ଜିଆ ପାତ୍ର ଜଙ୍ଗଲୀ ବାରହା ଆକ୍ରମଣରେ ଆହତ, ଫୁଲବାଣୀ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ରଖିଲେ ପ୍ରତିକ୍ରିୟା
Phulabani Town, Kandhamal | May 27, 2024
କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚାୟତ ହାତୀମୁଣ୍ଡା ଗ୍ରାମର ଗଞ୍ଜିଆ ପାତ୍ର ନାମକ ଜଣେ ବ୍ୟକ୍ତି କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ କେନ୍ଦୁପତ୍ର ତୋଳିସାରି ନିକଟରେ ବହିଯାଉଥିବା ଡୁମାଦର ନଦୀକୁ ସୌଚ ହେବା ପାଇଁ ଯାଇଥିଲେ ଏହି ସମୟରେ ଏକ ଜଙ୍ଗଲୀ ବାରାହା ଅଚାନକ ଆସି ତାଙ୍କୁ ପଛପଟୁ ଆକ୍ରମଣ କରିବା ସହ ତାଙ୍କ ବେକ, ମୁଣ୍ଡ, ଛାତିକୁ କାମୁଡି କ୍ଷତବିକ୍ଷତ କରିଥିଲା ଅଚାନକ ଏହିଭଳି ଆକ୍ରମଣ ଯୋଗୁଁ ଗଞ୍ଜିଆ ଅଚେତ୍ ହୋଇଥିବା ନେଇ ଫୁଲବାଣୀ ମେଡ଼ିକାଲ ରେ ପ୍ରତିକ୍ରିୟା ରଖିଲେ।