Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ଥର୍ମାଲ ରାସ୍ତାରେ ଦୁର୍ଘଟଣା

Jharsuguda, Jharsuguda | Aug 21, 2025
ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ଥର୍ମାଲ ରାସ୍ତାରେ ଦୁର୍ଘଟଣା l ଦୁର୍ଘଟଣା ର ସମ୍ମୁଖୀନ ହେଲେ ଜଣେ ବାଇକ ଆରୋହୀ l ଆଜି ଗୁରୁବାର ରାତି ପ୍ରାୟ ୮ ଟା ରେ ଏହି ଦୁର୍ଘଟଣା ଟି ଘଟିଛି l ବନ୍ଧବାହାଲ ପଟୁ ଥର୍ମାଲ ପଟକୁ ଏକ ଯୋଗେ ଜଣେ ବ୍ୟକ୍ତି ଆସୁଥିବାବେଳେ ହଠାତ ଏକ ଗାଈ ତାଙ୍କ ବାଇକ ସମ୍ମୁଖକୁ ଆସିଯିବାରୁ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି l ସମାଜ ସେବୀ ନେତ୍ରାନନ୍ଦ ସାହୁ ଙ୍କ ସହ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଛନ୍ତି l
Read More News
T & CPrivacy PolicyContact Us