Download Now Banner

This browser does not support the video element.

କଣ୍ଟାବାଞ୍ଜି: ତୁରେକେଲା ରେ ଦାଦନ ଶ୍ରମିକ ଉଦ୍ଧାର ସର୍ଦାର ଗିରଫ

Kantabanji, Balangir | Oct 9, 2025
ତୁରେକେଲା ଅଂଚଳରେ ଏବେ ବେଆଇନ୍ ଭାବେ ରାଜ୍ୟ ବାହାରକୁ ସ୍ଥାନୀୟ ସର୍ଦ୍ଦାର ମାନେ ଶ୍ରମିକ ଚାଳାଣ ଆରମ୍ଭ କରିଛନ୍ତି । ତେବେ ତୁରେକେଲା ପୁଲିସ ଏ ନେଇ ପେଟ୍ରୋଲିଂ ସମୟରେ ବେଆଇନ୍ ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପରେ ଏଥିରେ ସଂପୃକ୍ତି ଥିବା ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ ।
Read More News
T & CPrivacy PolicyContact Us