This browser does not support the video element.
ଅମ୍ବାଭୋନା: ସାନ ସରାଇପାଲୀ ଗ୍ରାମରେ ସମସ୍ତ ଗ୍ରାମବାସୀ ଆଜି ଏକତ୍ର ନୁଆଁଖାଇ ପାଲନ କଲେ, ଯାହାକି ଏ ବ୍ଲକରେ ଏହି ଗାଁର ଏକ ନୁତନ ଓ ସ୍ବତନ୍ତ୍ର ପରଂପରା
Ambabhona, Bargarh (Baragarh) | Aug 28, 2025
ଅମ୍ବାଭୋନା ବ୍ଲକଅନ୍ତର୍ଗତ ସାନ ସରାଇପାଲୀ ଗ୍ରାମରେ ବହୁ ବର୍ଷ ଧରିଏକତ୍ର ଭାବେ ନୁଆଁଖାଇ ପାଲନ କରୁଥିବାବଳେ ଆଜି ମଧ୍ଯ ଏକତ୍ର ପାଲନକରିଛନ୍ । ଇ ବର୍ଷର୍ ନୁଆଧାନ୍ ରେ ଭୋଗ୍ ବନେଇ କରି ମାଁ ସମଲେଇ କେ ଅର୍ପଣ୍ କଲାପରେ ଘରର୍ ଦେବୀ ଦେବତା ଙ୍କୁ ଇ ନୁଆଧାନର୍ ଭୋଗ୍ ଦିଆଯାଏସି । ନୁଆଁଖାଇ ପାଲନ୍ ବରଗଡ ଜିଲ୍ଲାର ଅମ୍ବାଭୋନା ବ୍ଲକ ର ସାନସରାଇପାଲି ଗାଁ ଅଲଗା ରକମର୍ କରାହେସି । ଗାଁ ଯାକିର୍ ସଭେ ଗୁଟେ ଯାଗାରେ ବହୁତ୍ ବରଷ୍ ଧରି ନୁଆଁ ଖାଇ ପାଳନ୍ କରି ଆସୁଛନ୍ । ଆଜି 2 PM.ରେ ସମସ୍ତେ ଗୋଟିଏ ଯାଗାରେ ଏକତ୍ର ଅନ୍ନପ୍ରସାଦ ଖାଇଛନ୍ତି।