Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଚାନକ ପରିଦର୍ଶନ କଲେ ଝରୀଗାଁ ବିଧାୟକ

Nabarangapur PS, Nabarangpur | Sep 13, 2025
ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଚାନକ ପରିଦର୍ଶନ କଲେ ଝରୀଗାଁ ବିଧାୟକ ଝରୀଗାଁ ବିଧାୟକ ଶ୍ରୀ ନରସିଂହ ଭତରା ଆଜି ଚନ୍ଦାହାଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ, ଏହି ଅବସର ରେ ବିଭିନ୍ନ ରୋଗୀ ଙ୍କ ଠାରୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମିଳୁଥିବା ସ୍ବାସ୍ଥ୍ୟ ସେବା ବିଷୟରେ ପଚାରି ବୁଝିବା ସହ କର୍ମଚାରୀଙ୍କ ସହ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ବିଭିନ୍ନ ଅସୁବିଧା ସୁବିଧା ଉପରେ ଆଲୋଚନା କରିଥିଲେ
Read More News
T & CPrivacy PolicyContact Us