Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ଝାରପଡାରେ ଆୟୋଜିତ ଦୁର୍ଗାପୂଜାରେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ

Bhubaneswar M Corp, Khordha | Oct 1, 2025
ଚଳଚଂଚଳ ହୋଇଛି ମାଙ୍କ ପୀଠ | ମାଙ୍କ ଆରାଧନା ରେ କମ୍ପୁଛି ପରିବେଶ | ସେଇଥିପାଇଁ ସଜେଇ ହେଇଚି ଝାରପଡା ପୂଜା ମଣ୍ଡପ | ଝାରପଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଝାରପଡା ମେଳଣ ପଡିଆରେ ଆୟୋଜିତ ଭବ୍ୟ ଦୁର୍ଗାପୂଜାରେ ପ୍ରବଳ ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା କାର୍ଯ୍ୟରେ ସମିତି ସଦସ୍ୟ ଲାଗି ପଡ଼ିଛନ୍ତି |
Read More News
T & CPrivacy PolicyContact Us