This browser does not support the video element.
ହିନ୍ଦୋଳ: ରୁଙ୍ଗଟା କମ୍ପାନୀ ନିକଟରେ ୧୬୩ ଧାରା ଜାରି, ଗାଡି ନହଟାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସର ଚେତାବନୀ
Hindol, Dhenkanal | Sep 9, 2025
ଢେଙ୍କାନାଳ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଝାଡବନ୍ଧ ରୁଙ୍ଗଟା କମ୍ପାନୀ ନିକଟରେ ପୋଲିସ ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି କରା ଯାଇଛି ।୧୬୩ ଧାରା ଜାରି ରହିଥିବା ବେଳେ ସେହି ଅଞ୍ଚଳରେ କିଛି ଗାଡି ଜମା ହୋଇରହିଛି । ଯାହାଦ୍ଵାରା ଯାତାୟତରେ ବାଧା ସୃଷ୍ଟି ହେଉଛି । ଏଥିପାଇଁ ସେହି ସ୍ଥାନରୁ ଗାଡି ଗୁଡିକ ହଟାଇବାପାଇଁ ମୋଟଙ୍ଗା ଥାନା ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ କୁହାଯାଇଛିା ଏଥିରେ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସର ଚେତାବନୀ ଦେଇଛନ୍ତି।