Download Now Banner

This browser does not support the video element.

ନୂଆପଡା: ଚଚରାଭଟା ଗ୍ରାମରେ ଏକାଠି ୫୦୦ ଜଣ ଟାହାଣୀ ପରିବାରର ନୂଆଁ ଖାଇଲେ; ପ୍ରତିକ୍ରିୟା ରଖିଲେ ଆବାହକ ହରି ତାହାଣୀ

Nuapada, Nuapada | Aug 28, 2025
ଖଡ଼ିଆଳ ବ୍ଲକ ଚଚରାଭଟା ଗାଁର ଗୌନ୍ତିଆ ପଡାର ଟାହାଣୀ ପରିବାରର ୫୦୦ ଜଣ ଏକାଠି ନୁଆଁ ଖାଇଛନ୍ତି। ବର୍ତ୍ତମାନ ଲୋକେ ଯୌଥ ପରିବାରରୁ ବାହାରି ଯାଇ ଅଲଗା ଅଲଗା ନୁଆଁ ଖାଉଥିବା ବେଳେ ଏମାନେ କିନ୍ତୁ ଏକାଠି ନୁଆଁ ଖାଇବାକୁ ନିଷ୍ପତ୍ତି ନେଇଥିଲେ। ଲମ୍ବୋଦର ଟାହାଣୀ ପୂଜାର୍ଚ୍ଚନା କରିଥିବା ବେଳେ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ସବୁଦିନ ପାଇଁ ସବୁ ପରିବାର ଏକତ୍ର ରହିବାକୁ ଆହ୍ୱାନ ଦେଇଥିଲେ। ଏନେଇ ଆଜି ୩ ଟାରେ ପ୍ରତିକ୍ରିୟା ରଖିଛନ୍ତି ଆବାହକ ହରି ଟାହାଣୀ ।
Read More News
T & CPrivacy PolicyContact Us