This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଗରିବ କଲ୍ୟାଣ ଅନ୍ନ ଯୋଜନା ଆମ ପାଇଁ ଦାନ ନୁହଁ ବରଂ ମରଣ ବୋଲି କହିଛନ୍ତି ଧାମନଗର କଟସାହି ପଂଚାୟତ ନନ୍ଦର ଗ୍ରାମରେ
Bhadrak Rural, Bhadrak | Sep 7, 2025
ସରକାର ଙ୍କ ଗରିବକଲ୍ୟାଣ ଅନ୍ନ ଯୋଜନା ରେ ଦେଶରେ ଗରିବ ଲୋକମାନଙ୍କ ପାଇଁ ମାଗଣା ରାସନ ବ୍ୟବସ୍ଥା କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ କଟସାହି ପଂଚାୟତ ଛତିଶଶାମିଲ ନନ୍ଦୋର ସିମୁଳିଆ ଗ୍ରାମରେ ମିଳୁଥିବା ରାସନ ରେ ପ୍ଲାଷ୍ଟିକ ଚାଉଳ ମିଳୁଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମର ଜଣେ ବାସିନ୍ଦା, କହିଛନ୍ତି ଏବେ ଚାଉଳ ରେ ମିଶୁଛି ପ୍ଲାଷ୍ଟିକ ଚାଉଳ ଯାହା ଖାଇବା ଅନୁପଯୋଗ ଏମିତିକି ସରକାର ଙ୍କ ଏହା ଦାନ ନୁହଁ ବରଂ ଆମ ପାଇଁ ମରଣ ବୋଲ କହିଛନ୍ତି ଜଣେ ହିତାଧିକାରୀ, ଏହି ଖବର ଆଜି ଦିନ 2 ଟାରେ ହସ୍ତଗତ ହୋଇଛି