Download Now Banner

This browser does not support the video element.

ପାରାଦୀପ: ପାରାଦୀପ ନିର୍ବାଚନ ମଣ୍ଡଳୀ ମୂଷାଡିଆରେ ଶତାଧିକ ଲୋକ ବିଜେପିରେ ସାମିଲ୍।

Paradip, Jagatsinghpur | Apr 22, 2024
ଆଜି ରାତି ୭ଟାସମୟରେ ପାରାଦୀପ ନିର୍ବାଚନମଣ୍ଡଳୀର ମୁଷାଢିଆ ଗ୍ରାମର ଲୋକେ ନିଜନିଜର ଦଳକୁ ପରିତ୍ୟାଗ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକୈଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଥିଲେ।ଆୟୋଜିତ କାର୍ଯ୍ୟକ୍ରମରେ ମୁଷାଢିଆର ଶତାଧିକ ଲୋକ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସମ୍ପଦ ସ୍ବାଇଁ ଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା।
Read More News
T & CPrivacy PolicyContact Us