Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ସହର ସ୍ଥିତ ବିଧାୟକଙ୍କ ଙ୍କ ବାସ ଭବନରେ ନବ କନ୍ୟା ପୂଜା ଅନୁଷ୍ଠିତ

Nabarangapur PS, Nabarangpur | Sep 30, 2025
ସହର ସ୍ଥିତ ବିଧାୟକଙ୍କ ଙ୍କ ବାସ ଭବନରେ ନବ କନ୍ୟା ପୂଜା ଅନୁଷ୍ଠିତ ନବରାତ୍ର ର ଏକ ପ୍ରମୁଖ ଅଙ୍ଗ ହୋଉଛି ନବ କନ୍ୟା ପୂଜା, ଏହି ପୂଜା ରେ 9 ଜଣ କୁନି କୁନି ଝିଅଙ୍କୁ ଦେବି ରୂପରେ ପୂଜାର୍ଚନା କରାଯାଏ,, ଆଜି ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ନିଜ ବାସ ଭବନରେ ନବ କନ୍ୟା ପୂଜା କରିଛନ୍ତି ବିଧାୟକ କନ୍ୟା ମାନଙ୍କର ପାଦ ଧୋଇ ଅଳତା ସିନ୍ଦୁର ଲଗେଇ ସମସ୍ତ କନ୍ୟା ଙ୍କୁ ଦେବି ରୂପରେ ସଜେଇ ପୂଜାର୍ଚନା କରିଥିଲେ
Read More News
T & CPrivacy PolicyContact Us