Download Now Banner

This browser does not support the video element.

ଧର୍ମଗଡ: ଉଦଯାପିତ ହେଲା ନୁଆଗାଁ ଠାରେ ଆୟୋଜିତ ନାରାୟଣ ଯୋଶୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଝାରକୁଣ୍ଡାମାଲ ଚମ୍ପିୟାନ

Dharamgarh, Kalahandi | Oct 8, 2025
ଗତ ଏକ ସପ୍ତାହ ଧରି ନୁଆଗାଁ ରତାଲୁପଡା ବସ୍ ଷ୍ଟାଣ୍ଡ ଖେଳ ପଡିଆ ଠାରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ବୁଧବାର ସନ୍ଧ୍ୟାରେ ଉଦଯାପିତ ହେଇ ଯାଇଚି। ମାଁ ମାଣିକେଶ୍ବରୀ ଯୁବ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ନାରାୟଣ ଯୋଶୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବାନେର ଏକାଦଶ ଏବଂ ଝାରକୁଣ୍ଡାମାଲ ଏକାଦଶ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେଇଥିଲା। ଖେଳ ମଧ୍ୟରେ କେହି କାହାକୁ ଗୋଲ ସ୍କୋର କରିନଥିଲେ। ପେନାଲଟି ସୁଟ ମାଧ୍ୟମରେ ଝାରକୁଣ୍ଡାମାଲ ଦଳ ବିଜୟୀ ହେଇ ଚମ୍ପିୟାନ ହୋଇଥିଲେ।
Read More News
T & CPrivacy PolicyContact Us