Download Now Banner

This browser does not support the video element.

ଓରିଏଣ୍ଟ: ମରାକୁଟା ଗ୍ରାମ ପଂଚାୟତ ର ଜଙ୍ଗଲ ଜମି ଓଡିଶା ମେଟାଲିକ୍ସ ଅକ୍ତିଆର କରିଥିବା ଅଭିଯୋଗ କରି ଝାରସୁଗୁଡା ଜିଲ୍ଲାପାଳଙ୍କୁ ଦାବିପତ୍ର

Orient, Jharsuguda | Sep 10, 2025
ମରାକୁଟା ଗ୍ରାମ ପଂଚାୟତ ର ଜଙ୍ଗଲ ଜମି ଓଡିଶା ମେଟାଲିକ୍ସ ଅକ୍ତିଆର କରିଥିବା ଅଭିଯୋଗ କରି ଝାରସୁଗୁଡା ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲ ମରାକୁଟାବାସୀ l ଆଜି ଅପରାହ୍ନ ପ୍ରାୟ ୩ ଟା ୧୦ ରେ ମରାକୁଟାବାସୀ ଝାରସୁଗୁଡା ଜିଲ୍ଲାପାଳ ଙ୍କୁ ଏହି ଦାବି ପତ୍ର ପ୍ରଦାନ କରି ମରାକୁଟା ଗ୍ରାମପଞ୍ଚାୟତ ର ଜଙ୍ଗଳ ଜମିକୁ କିପରି ଓଡିଶା ମେଟାଲିକ୍ସ କମ୍ପାନୀ ବେଆଇନ ଭାବରେ ଅକ୍ତିଆର କରିଛି ସେନେଇ ଲିଖିତ ଅଭିଯୋଗ କରିଛନ୍ତି l
Read More News
T & CPrivacy PolicyContact Us