Install App
belpahar_update
This browser does not support the video element.
ଓରିଏଣ୍ଟ: ତେଲେନପାଲି ଗ୍ରାମ ପଞ୍ଚାୟତର ମୃତ ଚରନ ଧାନୱର ଙ୍କ ପରିବାର ନିକଟକୁ ବାବା ପଶ୍ଚିମେଶ୍ୱର ଯୁବ ସଂଘ ପହଞ୍ଚି ସହଯୋଗର ହାତ ବଢ଼ାଇଛନ୍ତି
Orient, Jharsuguda | Sep 8, 2025
ଲଖନପୁର ବ୍ଲକ ତେଲେନପାଲି ଗ୍ରାମ ପଞ୍ଚାୟତର ମୃତ ଚରନ ଧାନୱର ଙ୍କ ପରିବାର ନିକଟକୁ ବାବା ପଶ୍ଚିମେଶ୍ୱର ଯୁବ ସଂଘ ପହଞ୍ଚି ସହଯୋଗର ହାତ ବଢ଼ାଇଛନ୍ତି l କିଛି ଦିନ ପୂର୍ବେ ଚରଣ ଙ୍କ ମୃତ୍ୟୁ ହୋଇଥିବାବେଳେ ଘରେ ଅସହାୟ ଅବସ୍ଥାରେ ପତ୍ନୀ ଏବଂ ଛୁଆପିଲା ଅଛନ୍ତି l ଆଜି ସୋମବାର ସନ୍ଧ୍ୟା ୬ ଟା ରେ ତେଲେନପାଲି ସରପଞ୍ଚ ଆକାଶ ସାହୁ ଙ୍କ ସହ ବାବା ପଶ୍ଚିମେଶ୍ୱର ଯୁବ ସଂଘ ପହଞ୍ଚି ରାସନ ସାମଗ୍ରୀ ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!