Download Now Banner

This browser does not support the video element.

ବଡସାହି: ୧୮ନଂ ଜାତୀୟରାଜପଥ ବେତନଟୀ ଥାନାଛକ ଓଭରବ୍ରିଜ ପାର୍ଶ୍ଵରେ ଛିଡାହୋଇଥିବା ଦୁଇଟି ହାଇୱାରୁ ଡିଜେଲ ଓ ବ୍ୟାଟେରୀ ଚୋରିକୁ ନେଇ ଏତଲା ଦାଏର

Barsahi, Mayurbhanj | Aug 30, 2025
୧୮ନଂ ଜାତୀୟରାଜପଥ ବେତନଟୀ ଥାନାଛକ ଓଭରବ୍ରିଜ ପାର୍ଶ୍ଵରେ ଛିଡା ହୋଇଥିବା ଦୁଇଟି ହାଇୱା ମଧ୍ୟରୁ ଗୋଟିଏରୁ କେବଳ ଡିଜେଲ ଏବଂ ଅନ୍ୟଟିରୁ ଉଭୟ ଡିଜେଲ ଏବଂ ଦୁଇଟି ମୂଲ୍ୟବାନ ବ୍ୟାଟେରୀ ଚୋରି ଘଟଣାରେ ଶନିବାର ଅପରାହ୍ନ ସାଢେ ପାଞ୍ଚଟାରେ ବେତନଟୀ ଥାନାରେ ଏତଲା ଦାଏରକଲେ ଗାଡି ମାଲିକ l ଗାଡି ମାଲିକ ବାହାନଡ଼ା ଉପକଣ୍ଠ ସଠିଲୋ ଗ୍ରାମର ଜ୍ୟୋତିକାନ୍ତ ସାମଲଙ୍କ ପୁଅ ଗୁରୁପ୍ରସାଦ ସାମଲ ଏନେଇ ବେତନଟୀ ଥାନାରେ ଏତଲା ଦାଏର କରିଛନ୍ତି l
Read More News
T & CPrivacy PolicyContact Us