Download Now Banner

This browser does not support the video element.

ବଡଚଣା: ନୂତନ ଜିଲ୍ଲା ସଭାପତି ହେବା ପରେ କୁଆଖିଆ କଲ୍ୟାଣ ମଣ୍ଡପରେ ରାଜ୍ୟ କଂଗ୍ରେସ ସଭାପତିଙ୍କୁ ଧନ୍ୟବାଦ ଦେଲେ ମାଗୁଣି ଚରଣ ଜେନା

Badachana, Jajpur | Sep 27, 2025
ନୂତନ ଜିଲ୍ଲା ସଭାପତି ହେବା ପରେ କୁଆଖିଆ କଲ୍ୟାଣ ମଣ୍ଡପରେ ରାଜ୍ୟ କଂଗ୍ରେସ ସଭାପତିଙ୍କୁ ଧନ୍ୟବାଦ ଦେଲେ ମାଗୁଣି ଚରଣ ଜେନା l ଗତକାଲି ଚୟନ ହେଇଛି ଜିଲ୍ଲା କଂଗ୍ରେସ ସଭାପତି ପଦବୀ l ଏହି ପରିପକ୍ଷରେ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଜେନାଙ୍କୁ ରାଜ୍ୟ ଏଆଇସିସି ଅନୁମଦନ କ୍ରମେ ରାଜ୍ୟ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଭାବେ ଶ୍ରୀ ଜେନାଙ୍କ ନାଁକୁ ମୋହର ମାରିଛନ୍ତି l ସେପଟେ ଶ୍ରୀ ଜେନା ସଭାପତି ହେବା ପରେ ଏଆଇସିସି ସଭାପତି,କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ରାଜ୍ୟ ସଭାପତିଙ୍କୁ ଧନ୍ୟବାଦ ଦେଇଛନ୍ତି l
Read More News
T & CPrivacy PolicyContact Us