Download Now Banner

This browser does not support the video element.

ଧର୍ମଗଡ: ଡାଲଗୁମା ପଞ୍ଚାୟତର ହିତାଧିକାରୀଙ୍କ ପାଇଁ ଆସୁଥିବା ମାଣ୍ଡିଆ ବାଟମାରଣା, ଟ୍ରକ୍ କୁ ଅଟକ ରଖିଲେ ଗ୍ରାମବାସୀ

Dharamgarh, Kalahandi | Sep 11, 2025
ଗୁରୁବାର କୋକସରା ବ୍ଲକ୍ ଅଧୀନସ୍ଥ ଡାଲଗୁମା ପଞ୍ଚାୟତର ହିତାଧିକାରୀଙ୍କ ପାଇଁ ଏକ ଟ୍ରକ୍ ଯୋଗେ ମାଣ୍ଡିଆ ଆସୁଥିଲା। କିନ୍ତୁ ଅଧା ରାସ୍ତାରେ କିଛି ମାଣ୍ଡିଆ ବ୍ୟାଗ୍ ବେନିୟମ ଭାବେ ଓହ୍ଲାଇ ଦିଆଯାଉଥିଲା। କିଛି ଗ୍ରାମବାସୀ ଏହା ଦେଖି ଟ୍ରକ୍ କୁ ଅଟକ ରଖିଲେ। ଏନେଇ ଗ୍ରାମବାସୀ ଏବଂ ଟ୍ରକ୍ ଡ୍ରାଇଭର ପ୍ରତିକ୍ରିୟା ରଖିଛନ୍ତି।
Read More News
T & CPrivacy PolicyContact Us