Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ର ଅଧିକାରୀ ମାନେ ଦୁର୍ଗାପାଲି ଠାରେ କଲେ କ୍ଷେତ୍ର ପରୀକ୍ଷଣ

Sambalpur M, Sambalpur | Aug 23, 2025
ମହାନଗର ନିଗମ ର ଅଧିକାରୀ ମାନେ ଆଜି ଦିନ ପ୍ରାୟ 2 ଟା ସମୟରେ ଆଜି ଦୁର୍ଗାପାଲି ଠାରେ କ୍ଷେତ୍ର ପରୀକ୍ଷଣ କରିଛନ୍ତି l ଆସନ୍ତାକାଲି ହେବାକୁ ଥିବା ବୃକ୍ଷରୋପଣ ଏବଂ ଏହାର ସ୍ଥାୟୀତ୍ୱ ପାଇଁ ଆଜି ମହାନଗର ନିଗମ ର ଦୁଇ ଜଣ ଡେପୁଟି କମିଶନର, ବିଭିନ୍ନ ବିଭାଗର ଅଧିକାରୀ ଦୁର୍ଗାପାଲି ଅଞ୍ଚଳ ପରିଦର୍ଶନ କରିଛନ୍ତି l ଆଗାମୀ ସପ୍ତାହବ୍ୟାପୀ ମହାନଗର ନିଗମ ର ୭ ଟି ସ୍ଥାନ ଚିହ୍ନଟ କରିଛି। ନିଗମ ଦ୍ୱାରା ଏହି ଅଞ୍ଚଳରେ ବୃକ୍ଷ ରୋପଣ କରାଯିବା ସହ ଆଗାମୀ ୩ ବର୍ଷ ପାଇଁ ଗଛରୋପଣ ଏବଂ ରକ୍ଷଣାବେକ୍ଷଣ ପାଇଁ ମିଶନ ଶକ୍ତି ଗୋଷ୍ଠୀଗୁଡ଼ିକ ଦାୟିତ୍ୱରେ ରହିବେ।
Read More News
T & CPrivacy PolicyContact Us