Install App
shantanupanda7
This browser does not support the video element.
ମୋରଡା: ଏନଏସି ମାନ୍ୟତାପରେ ରାସଗୋବିନ୍ଦପୁର ଠାରେ ଏକତ୍ରିତ ହୋଇ ଗୃହ ଓ ନଗରଉନ୍ନୟନ ମନ୍ତ୍ରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ
Muruda, Mayurbhanj | Aug 31, 2025
ମୋରଡା ନିର୍ବାଚନ ମଣ୍ଡଳୀ ଅଧୀନ ରାସଗୋବିନ୍ଦପୁରକୁ ଏନଏସି ମାନ୍ୟତା ପ୍ରଦାନ କରିବାପରେ ରବିବାର ଅପରାହ୍ନ ସାଢେ ପାଞ୍ଚଟାରେ ରାସଗୋବିନ୍ଦପୁର ଠାରେ ଏକତ୍ରିତ ହୋଇ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ ତଥା ଜନସାଧାରଣ ମୋରଡା ବିଧାୟକ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ କୃତଜ୍ଞତା ସହିତ ଧନ୍ୟବାଦ ଜଣାଇଛନ୍ତି l ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!