Download Now Banner

This browser does not support the video element.

ବିଶୋଇ: ଜାମିରଡିହା ଠାରେ ଆଜି ହୁଲ୍ ମାହା ତଥା ସିଦ କାହ୍ନୁ କ୍ରାନ୍ତି ଦିବସ ପାଳିତ

Bisoi, Mayurbhanj | Jun 30, 2024
ସାନ୍ତାଳ ହୁଲ୍ ମାହା ତଥା ବିଦ୍ରୋହ ଦିବସ ୩୦ ଜୁନ ୧୮୫୫ ରେ ଆରମ୍ଭ ହୋଇ ୧୮୫୬ ରେ ଶେଷ ହୋଇଥିଲା।ଏହା ଅତ୍ୟାଚାରୀ ଇଂରେଜ ବ୍ରିଟିଶ ସରକାର, ଜମିଦାର, ସାହୁକାର ଓ ମହାଜନ କବଳରୁ ନିଜର ଜଳ, ଜଙ୍ଗଲ, ଜମି ମାଟିକୁ ମୁକ୍ତ କରିବା ପାଇଁ ସିଦ କାହ୍ନୁ ଙ୍କ ନେତୃତ୍ୱରେ ଜାତି ପାଇଁ,ଦେଶ ପାଇଁ କରାଯାଇଥିବା ଆନ୍ଦୋଳନକୁ ମନେ ପକାଇବା ପାଇଁ ପ୍ରତ୍ୟେକ ବର୍ଷ ସିଦ କାହ୍ନୁ ହୁଲ୍ ମାହା ତଥା କ୍ରାନ୍ତି ଦିବସ ପାଳନ କରାଯାଏ। ଆଜି ଅପରାହ୍ନ ଦୁଇଟା ବିଶୋଇ ବ୍ଲକ ଅନ୍ତର୍ଗତ ଜାମିରଡିହା ଆର୍ଦଶ ବିଦ୍ୟାଳୟ ନିକଟରେ ୧୭୦ତମ ସିଦ କାହ୍ନୁ କ୍ରାନ୍ତି ଦିବସ ବା ହୁଲ୍ ମାହା ପାଳିତ ହୋଇଅଛି।
Read More News
T & CPrivacy PolicyContact Us