Download Now Banner

This browser does not support the video element.

କୋରାପୁଟ ସହର: ମୋଦିଙ୍କ ଜନ୍ମ ଦିନ ଅବସରରେ ସେବା ପକ୍ଷ କାର୍ଯ୍ୟକ୍ରମ ପାଇଁ ଦଶମନ୍ତପୁର ଠାରେ ବିଜେପିର ମଣ୍ଡଳ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Koraput Town, Koraput | Sep 8, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ମହକୁମା ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଆଜି ଅପରାହ୍ନ ୪ଟା ସମୟରେ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୭ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ପାଳିତ ହେବ ଏହି ଅବସରରେ ୧୭ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବିଜେପିର ସେବା ପକ୍ଷ କାର୍ଯ୍ୟ ଆରମ୍ଭ କରାଯିବ। ସେଥିପାଇଁ ମଣ୍ଡଳ ସଭାପତି ଦିଲିପ୍ କୁମାର ବାଘଙ୍କ ସଭାପତିତ୍ବରେ ଏହି ପ୍ରସ୍ତୁତି ବୈଠକ ର ଆୟୋଜନ କରାଯାଇ ଥିଲା। ବୈଠକରେ ୮ ଟି ପଞ୍ଚାୟତର ସକ୍ରିୟ ବିଜେପି କର୍ମୀ ଓ ନେତାମାନେ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us