Download Now Banner

This browser does not support the video element.

ଉଦଳା: ଶରତ ଥାନା‌ ଅଞ୍ଚଳରେ ଜନୈକା ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୋଲିସ

Udala, Mayurbhanj | Oct 15, 2024
ଉଦଳା : ୧୫-୧୦-୨୦୨୪ : ଶରତ ଥାନା‌ ଅଞ୍ଚଳରେ ହୋଇଥିବା ଏକ ଦୁଷ୍କର୍ମ ମାମଲାର ଅଭିଯୁକ୍ତ କୁ କୋର୍ଟ ଚାଲାଣ । ସୂଚନାଯୋଗ୍ୟ ଯେ ଆଜି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଶରତ ଥାନା ଅଞ୍ଚଳରେ ପୂର୍ବ ରୁ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତ କୁ ଆଜି ଗିରଫ କରାଯାଇ ଦିବା ୦୩ ଘଟିକା ସମୟରେ ଉଦଳା କୋର୍ଟ କୁ‌ ଚାଲାଣ କରାଯାଇ ଥିବା ସୂଚନା ମିଳିଛି ।
Read More News
T & CPrivacy PolicyContact Us