Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ପାପଡାହାଣ୍ଡି: କୋଡିଙ୍ଗା: ଗୋବାଗୁଡା ଗ୍ରାମର ଜଣେ ନିଖୋଜ ଯୁବତୀଙ୍କ ବିଷୟରେ ସୁରାଗ ମିଳିଲେ ପୋଲିସକୁ ଯୋଗାଯୋଗ କରିବାକୁ ଅପିଲ କଲା ନବରଙ୍ଗପୁର ପୋଲିସ

Nabarangapur PS, Nabarangpur | Sep 28, 2025
ନବରଙ୍ଗପୁର ଜିଲ୍ଲା ଗୋବାଗୁଡା ଗ୍ରାମର ପୂର୍ଣ୍ଣିମା ସାନ୍ତା ନାମକ ଜଣେ ଯୁବତୀ କେଉଁ ଆଡେ ନିଖୋଜ ହୋଇଯାଇଛନ୍ତି। ଏନେଇ ତାଙ୍କ ପରିବାର ଲୋକେ ପୋଲିସ କୁ ଖବର ଦେଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ନିଖୋଜ ଯୁବତୀଙ୍କ କୌଣସି ସୂଚନା ଯଦି କେହି ପ୍ରଦାନ କରନ୍ତି, ତାଙ୍କୁ ନବରଙ୍ଗପୁର ଜିଲ୍ଲା ପୋଲିସ ପକ୍ଷରୁ ପୁରସ୍କାର ପ୍ରଦାନ କରଜୀବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
Read More News
T & CPrivacy PolicyContact Us