Download Now Banner

This browser does not support the video element.

କୋରାପୁଟ ସହର: ଜିଲ୍ଲାରେ ମଙ୍ଗଳବାର ବର୍ଷା ସହ ବିଜୁଳି, ଘଡ଼ଘଡ଼ି ସମ୍ଭାବନା ନେଇ ୟେଲୋ ଆଲର୍ଟ ଜାରି

Koraput Town, Koraput | Aug 25, 2025
କୋରାପୁଟ ଜିଲ୍ଲାରେ ମଙ୍ଗଳବାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ସହ ବିଜୁଳି ଘଡ଼ଘଡ଼ି ହେବା ନେଇ ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ଏନେଇ ଆଜି ଦିନ ୧ଟେ ସମୟରେ କୋରାପୁଟ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଛି। ମଙ୍ଗଳବାର ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ କିଛି କିଛି ସ୍ଥାନରେ ଝଡ଼ ତୋଫାନ ସମ୍ଭାବନା ରହିଥିବାର ସୂଚନା ରହିଛି।
Read More News
T & CPrivacy PolicyContact Us