Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ଭଞ୍ଜପୁର ସ୍ଥିତ ଜଗଦ୍ଧାତ୍ରୀ ପଡିଆ ସମ୍ମୁଖ ରାସ୍ତାରେ ଓଲୋଟିଲା ଟୋଟୋ; ୨ ମହିଳା ଆହତ
Baripada M, Mayurbhanj | Sep 3, 2025
ବୁଧବାର ଦିନ ପ୍ରାୟ ୨ ଟା ସମୟରେ ସହରର ଭଞ୍ଜପୁର ସ୍ଥିତ ଜଗଦ୍ଧାତ୍ରୀ ପଡିଆ ସମ୍ମୁଖ ରାସ୍ତାରେ ଏକ ବ୍ୟାଟେରୀ ଟୋଟୋ ଭାରସ୍ୟାମ ହରାଇ ଅଲଟି ପଡି ଯାଇଥିଲା। ତେବେ ଗାଡ଼ି ଭିତରେ ବସିଥିବା ଦୁଇ ଜଣ ମହିଳା ଏଥିରେ ଆହତ ହୋଇଥିବା ନେଇ ସୂଚନା ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!