This browser does not support the video element.
ଉମରକୋଟ: ରାଇଘର ଅଞ୍ଚଳରେ ସାବିତ୍ରୀ ବ୍ରତ ପାଳନ କଲେ ସଧବା ନାରୀ
Umarkote, Nabarangpur | Jun 6, 2024
ରାଇଘର ଅଞ୍ଚଳ ରେ ଦିନ 12 ଟା ସମୟ ରେ ସଧବା ନାରୀମାନେ ବହୁ ଆଡମ୍ବର ସହକାରେ ଏକତ୍ରିତ ହୋଇ ସାବିତ୍ରୀ ଅମାବାସ୍ୟା ପାଳନ କରିଥିଲେ। ଆଜି ପବିତ୍ର ସାବିତ୍ରୀ ବ୍ରତ ସ୍ତ୍ରୀ ମାନେ ନିଜର ସ୍ବାମୀ ଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ କରିଥାନ୍ତି।