Download Now Banner

This browser does not support the video element.

ନର୍ଲା: ଭବାନୀପାଟଣା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏନଏସି ଦାବୀ ନେଇ ସାଂସଦ ଙ୍କୁ ସାକ୍ଷାତ କଲେ ବିକାଶ ମଞ୍ଚର କର୍ମକର୍ତ୍ତା।

Narala, Kalahandi | Aug 27, 2025
ନର୍ଲା ବିକାଶ ମଞ୍ଚ ସଭାପତି ପ୍ରଦୀପ କୁମାର ନାଏକଙ୍କ ନେତୃତ୍ୱରେ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଲବିକା ଦେବୀ, ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଦୀପ୍ତ କୁମାର ନାଏକଙ୍କୁ ଭେଟି ଆଲୋଚନା କରିବା ସହିତ ଲୋକଙ୍କ ଦାବୀ ରହିଥିବା ସମତା ସୁପରଫାଷ୍ଟ ଟ୍ରେନ ନର୍ଲାରୋଡ ଷ୍ଟେସନରେ ରହଣୀ ଓ ଲୋକୋମୋଟିଭ କାରଖାନା ନିର୍ମାଣ କାମ ଶୀଘ୍ର ଆରମ୍ଭ କରାଯିବା ପାଇଁ ଦାବୀ ରଖି ଲିଖିତ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି
Read More News
T & CPrivacy PolicyContact Us