This browser does not support the video element.
ଯାଜପୁର: ଯାଜପୁର ଟାଉନ ସ୍ଥିତ କାର୍ଯ୍ୟାଳୟରେ ଯାଜପୁର ବିଜେଡି ପକ୍ଷରୁ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,ଯୋଗଦେଲେ ବିଧାୟିକା
Jajapur, Jajpur | Sep 7, 2025
ଯାଜପୁର ଟାଉନ ସ୍ଥିତ କାର୍ଯ୍ୟାଳୟରେ ଯାଜପୁର ବିଜେଡି ପକ୍ଷରୁ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,ଯୋଗଦେଲେ ବିଧାୟିକା l ଗତ କିଛିଦିନ ହେବ ଯାଜପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରେ ଅନେକ ସମସ୍ୟାକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରୁଥିଲେ l ଏହି ଅଭିଯୋଗକୁ ଆଧାର କରି ଆଜି ଯାଜପୁର ବିଜେଡି ପକ୍ଷରୁ ଏକ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଇଯାଇଛି l ଏହି ଶିବିରରେ ଅନେକ ପଂଚାୟତ ବାସୀ ଉପସ୍ଥିତ ରହି ନିଜ ନିଜ ଅଂଚଳର ସମୂହ ଓ ବ୍ୟକ୍ତିଗତ ଅଭିଯୋଗ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ବିଧାୟିକା ସୁଜାତା ସାହୁଙ୍କୁ ଅବଗତ କରିଥିଲେ l