Download Now Banner

This browser does not support the video element.

ଅନୁଗୋଳ: ଛେଣ୍ଡିପଦା ରେଞ୍ଜ କାର୍ଯ୍ୟାଳୟ ପରିସରରେ ହେଉଥିବା ଦୁର୍ଗା ପୂଜା ଉପଲକ୍ଷେ ଯୋଗ ଦେଲେ ଛେଣ୍ଡିପଦା ବିଧାୟକ

Anugul, Angul | Sep 30, 2025
ଆଜି ମହାଅଷ୍ଟମୀ ପବିତ୍ର ଅବସରରେ ଛେଣ୍ଡିପଦା ବନାଞ୍ଚଳ କାର୍ଯ୍ୟାଳୟ ଠାରେ ଆୟୋଜିତ ଦୁର୍ଗା ପୂଜା ଉତ୍ସବରେ ମା ଦୁର୍ଗାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କଲେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା। ବିଧାୟକ ଅଗସ୍ତି ବେହେରା ମଙ୍ଗଳବାର ଅପରାହ୍ନରେ ଯାଇଥିବା ବେଳେ ତାଙ୍କ ସହିତ ବହୁତ ବିଜେପି ନେତା ଓ ବିଧାୟକଙ୍କ ଧର୍ମ ପତ୍ନୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us