Download Now Banner

This browser does not support the video element.

ଅନୁଗୋଳ: ଗାନ୍ଧୀ ମାର୍ଗ ଅଞ୍ଚଳର ଜଣେ ବ୍ୟକ୍ତି ଟଙ୍କା ଠକେଇର ଶିକାର ହୋଇଥିବା ନେଇ ପ୍ରତିକ୍ରିୟା ରଖିଲେ ଅନୁଗୋଳ ଏସଡିପିଓ

Anugul, Angul | Aug 31, 2025
ଅନୁଗୁଳ ସହରର ଗାନ୍ଧୀମାର୍ଗ ଅଞ୍ଚଳର ଜଣେ ବ୍ୟବସାୟୀ ଗତ ମାସରେ ସୋସିଆଲ ମେଡିଆରୁ ବିଶାଖା ଅଗ୍ରୱାଲ ନାମକ ଜଣେ ମହିଳାଙ୍କ ସଂପର୍କରେ ଆସିଥିଲେ । ସମ୍ପର୍କ ବଢିବା ପରେ ମହିଳା ଓ ତାଙ୍କ ମା’ ଏହି ବ୍ୟକ୍ତିଙ୍କୁ ଟ୍ରେଡିଂ ଆପ୍‌ରେ ଟଙ୍କା ଲଗାଇବାକୁ ପରାମର୍ଶ ଦେଇଥିଲେ । ଏଥିରେ ଅଧିକ ଲାଭ ମିଳିବ ବୋଲି ପ୍ରବର୍ତାଇ ଥିଲେ । ସେମାନଙ୍କ କଥାରେ ଭାସି ଯାଇ ବ୍ୟବସାୟୀ ଜଣଙ୍କ ଆର୍‌ଟିଜିଏସ୍‌ ଜରିଆରେ ଗତ ଜୁଲାଇ ୨୯ ତାରିଖରେ ୧ ଲକ୍ଷ ଟଙ୍କା ନିବେଶ କରିଥିଲେ । ପରେ ୩୦ ତାରିଖରେ ତାଙ୍କ ବ୍ୟାଙ୍କ ଖାତାକୁ ୯, ୯୦୦ ଟଙ୍କା ଆସିଥିଲା । ଏହା ପରେ ପର୍ଯ୍ୟାୟକ୍ରମେ ସେ ଏହି ଟ୍ରେଡିଂ ଆପ୍‌ରେ ୩୦ ଲକ୍
Read More News
T & CPrivacy PolicyContact Us