Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସାନ ଭାଇଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ନବୀନ ନିବାସରେ ପହଂଚିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଇ ପ୍ରେମ ପଟ୍ଟନାୟକ
Bhubaneswar M Corp, Khordha | Aug 22, 2025
ନବୀନ ନିବାସରେ ପହଂଚିଛନ୍ତି ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକ। ସାନ ଭାଇଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ସେ ଶୁକ୍ରବାର ନବୀନ ନିବାସରେ ପହଂଚିଛନ୍ତି। ମୁମ୍ବାଇରେ ନବୀନଙ୍କ ଚିକିତ୍ସା ବେଳେ ପ୍ରେମ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଏବେ ସେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହୋଇ ଫେରିବାପରେ ଆଜି ପ୍ରେମ ପଟ୍ଟନାୟକ ନବୀନଙ୍କୁ ଭେଟିବା ପାଇଁ ଭୁବନେଶ୍ୱରରେ ପହଂଚିଛନ୍ତି।ତେବେ ପ୍ରେମ ପଟ୍ଟନାୟକଙ୍କ ଗସ୍ତକୁ ନେଇ ବିଜେଡି ଚଳଚଞ୍ଚଳ ।
Share
Read More News
T & C
Privacy Policy
Contact Us
Your browser does not support JavaScript!