Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ୱାର୍ଡ ନମ୍ବର ୨୮ ସାଇନ୍ସ ପାର୍କ ବିଜୁ ଆଦର୍ଶ କଲୋନୀ ର  ଏସକେ ସମସୁରଙ୍କୁ ଶେଷ ଦର୍ଶନ କଲେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା

Bhubaneswar M Corp, Khordha | Oct 1, 2025
ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ୱାର୍ଡ ନମ୍ବର ୨୮  ସାଇନ୍ସ ପାର୍କ ବିଜୁ ଆଦର୍ଶ କଲୋନୀ ର  ଏସକେ ସମସୁରଙ୍କୁ ଶେଷ ଦର୍ଶନ କଲେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା | ବିଧାୟକ ଏସକେ ସମସୁରଙ୍କ ଦେହାନ୍ତ ଖବର ଶୁଣି ତାଙ୍କୁ ଅନ୍ତିମ ଦର୍ଶନ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି l ଏବଂ କହିଛନ୍ତି ପ୍ରଭୁଙ୍କ ପାଦ ଦେଶେ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରୁଛି l
Read More News
T & CPrivacy PolicyContact Us