Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ଜିଲ୍ଲା ବିଜେପି ଟିମ୍

Paralakhemundi, Gajapati | Aug 23, 2025
ଭୁବନେଶ୍ୱର ରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ଗଜପତି ଜିଲ୍ଲା ବିଜେପି ଟିମ୍ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟିଲେ ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟିର କୋର୍ କମିଟି ଟିମ୍ । ଗଜପତି ଜିଲ୍ଲା ପାରଳଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଓ ମୋହନା ନିର୍ବାଚନ ମଣ୍ଡଳୀ ସମସ୍ତ ମଣ୍ଡଳ ସଭାପତି ମାନଙ୍କ ସମେତ ଜିଲ୍ଲା ସଭାପତି ନବ କିଶୋର ଶବର, ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି କେ.ନାରାୟଣ ରାଓ , ମୋହନା ନିର୍ବାଚନ ମଣ୍ଡଳୀ ର ପୁର୍ବତନ ଦଳୀୟ ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟଳୟ ଠାରେ ସାକ୍ଷାତ କରି ଜିଲ୍ଲା ର ବିଭିନ୍ନ ଅଞ୍ଚଳ
Read More News
T & CPrivacy PolicyContact Us