Install App
udalabreaking
This browser does not support the video element.
ଉଦଳା: ଭୁଡୁରୁବଣି ଗ୍ରାମରେ ୨ ଦିନ ହେଲା ଲାଇନ ନଥିବାରୁ ରାସ୍ତାରେ ଟାୟାର ଜାଳି ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
Udala, Mayurbhanj | Sep 22, 2024
ଉଦଳା - ଟାୟାର ଜାଳି ରାସ୍ତା ଅବରୋଧ । ଦୁଇ ଦିନ ହେବ ଗ୍ରାମରେ ନାହିଁ ବିଦ୍ୟୁତ । ଉଦଳା - ପୋଡାଡିହା ରାସ୍ତାର ଭୁରୁଡୁବଣି ଛକରେ ଟାୟାର ଜାଳି ଆଜି ସଂଧ୍ୟା ୬.୩୦ ମିନିଟ୍ ସମୟରେ ରାସ୍ତା ଅବରୋଧ କରିଲେ ଗ୍ରାମବାସୀ । ସମସ୍ୟା ର ସମାଧାନ ନ ହେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!