Download Now Banner

This browser does not support the video element.

ବାଙ୍ଗିରିପୋଷି: ମଝିଗାଁ ଗ୍ରାମରେ ବଜ୍ରପାତରେ ଚାରି ଛେଳି ମୃତ, ଅଳ୍ପକେ ବର୍ତ୍ତିଲେ ଚାଷୀ

Bangiriposi, Mayurbhanj | Jul 19, 2025
ବାଙ୍ଗିରିପୋଷି  ମଝି ଗାଁ ଗ୍ରାମ ନିକଟସ୍ଥ ବିଲ ହିଡ ରେ ଚରୁ ଥିବା ଚାରିଟି ଅଣ୍ଡିରା ଛେଳି ଉପରେ ବଜ୍ରପାତ ହେବା ରୁ ଘଟଣା ସ୍ଥଳରେ ଚାରୋଟି ଛେଳି ମୃତ ହୋଇଛି। ଯାହା ର ଅନୁମାନିକ ମୁଲ୍ଯ ୪୦ ହଜାର ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଚାଷୀ ଭାସ୍କର ଚନ୍ଦ୍ର ନାଏକ ଓ ଅଞ୍ଜନା ନାଏକ ଛେଳି ଚରାଉ ଥିବା ବେଳେ ଆଜି ଦିବା 4 ଘଟିକା ସମୟରେ  ଘଟିଥିଲା ବଜ୍ରପାତ। ଏଥିରେ ଚାଷୀ ଅଞ୍ଜନା ନାଏକ ମଧ୍ୟ ଆହତ ହୋଇ ଅଳ୍ପକେ ବର୍ତିଯାଇଛନ୍ତି ।
Read More News
T & CPrivacy PolicyContact Us