Download Now Banner

This browser does not support the video element.

କୋରାପୁଟ ସହର: ତଳ ଜାନି ଗୁଡ଼ା ପ୍ରାଥମିକ ଚିକିତ୍ସାଳୟ ଦିନ ୧୨ ରେ ତାଲା ପଡ଼ିବା ଘଟଣାରେ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି ଏଡିପିଏଚ‌ଓ

Koraput Town, Koraput | Aug 30, 2025
ତଳ ଜାନି ଗୁଡ଼ା ସ୍ଵାସ୍ଥ୍ୟ କେନ୍ଦ୍ରରେ ଦିନ ୧୨ ଘଣ୍ଟା ସମୟରେ ତାଲା ପଡ଼ୁଥିବା ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି ଏଡିପିଏଚ‌ଓ ମୁକ୍ତିକାନ୍ତ ଖଟୁଆ। ଆଜି ଅପରାହ୍ନ ୪ଟା ସମୟରେ ଏନେଇ ପ୍ରତିକ୍ରିୟାରେ କହିଛନ୍ତି ଲୋକଙ୍କ ସ୍ଵାସ୍ଥ୍ୟ ସେବା ଉପରେ ସାଲିସ କରାଯିବ ନାହିଁ ଏନେଇ ବିଭାଗୀୟ ଅଧିକାରୀଙ୍କୁ ନୋଟିସ କରାଯିବ ତଦନ୍ତ ପରେ ସତ୍ୟାସତ୍ୟ ଥିଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି
Read More News
T & CPrivacy PolicyContact Us