Download Now Banner

This browser does not support the video element.

କେନ୍ଦୁଝର ସହର: କେରଳରୁ ବସ୍ ଯୋଗେ ଘରକୁ ଫେରୁଥିବା ବେଳେ ଆନ୍ଧ୍ର ଥିବା ଏକ ହୋଟେଲରେ ଖାଇବା ପାଇଁ ଓହ୍ଲାଇ ସେଠାରୁ ନିଖୋଜ ହେଲେ କାଣ୍ଡଶର ଗ୍ରାମର ଯୁବକ

Kendujhar Town, Kendujhar | Sep 1, 2025
କେରଳରୁ ବସ୍ ଯୋଗେ ଘରକୁ ଫେରୁଥିବା ବେଳେ ଆନ୍ଧ୍ର ଥିବା ଏକ ହୋଟେଲରେ ଖାଇବା ପାଇଁ ଓହ୍ଲାଇ ସେଠାରୁ ନିଖୋଜ ହେଲେ ଓଡ଼ିଶାର ଯୁବକ କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅ ଘଟଗାଁ ବ୍ଲକ ଅନ୍ତର୍ଗତ ବସନ୍ତ ପୁର ପଞ୍ଚାୟତର କାଣ୍ଡଶର ଗ୍ରାମର ରଘୁନାଥ ମୁଣ୍ଡା ଙ୍କ ପୁଅ ପୁରୁଷୋତ୍ତମ ମୁଣ୍ଡା ସେ ଗାଁ ପିଲାଙ୍କ ସହିତ କେରଳର କୁ କାମ କରିବା ପାଇଁ ଯାଇଥିଲେ ସେଠାରେ ସେ କିଛି ଦିନ କାମ କରିବା ପରେ ପୁରୁଷୋତ୍ତମ ମୁଣ୍ଡା ଙ୍କ ଦେହ ଖରାପ ହେବାରୁ କେରଳରୁ ବସ୍ ଯୋଗେ ଘରକୁ ଫେରୁଥିଲେ ବସ୍ ଟି ରାତିରେ ଆନ୍ଧ୍ରରେ ଏକ ହୋଟେଲରେ ପାଖରେ ଛିଡ଼ା କରିଥିଲା ଖାଇବା ପାଇଁ ସମସ୍ତେ ଓହ୍ଲାଇଥିଲେ ପୁରୁଷୋତ
Read More News
T & CPrivacy PolicyContact Us