Download Now Banner

This browser does not support the video element.

ବଡସାହି: ବେତନଟୀର ସମସ୍ତ ପୂଜାମଣ୍ଡପ ଗସ୍ତକରି ଦିଅଁ ଦର୍ଶନକଲେ ମାନ୍ୟବର ସାଂସଦ ପ୍ରତାପଚନ୍ଦ୍ର ଷଡଙ୍ଗୀ ଓ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି

Barsahi, Mayurbhanj | Oct 1, 2025
ଶାରଦୀୟ ଦୁର୍ଗାପୂଜାର ପବିତ୍ର ମହାନବମୀ ଅବସରରେ ବୁଧବାର ରାତି ୯ଟାରେ ବେତନଟୀର ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନକଲେ ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l ବେତନଟୀରେ ଶାରଦୀୟ ଦୁର୍ଗାପୂଜା ଏବଂ ଦଶହରା ମେଳାରେ ହଜାରହଜାର ଶ୍ରଦ୍ଧାଳୁଙ୍କର ସମାଗମ ଦେଖିବାକୁ ମିଳିଥାଏ l ବୁଧବାର ମଧ୍ୟ ହଜାରହଜାର ଶ୍ରଦ୍ଧାଳୁଙ୍କର ଦିଅଁ ଦର୍ଶନ ପାଇଁ ଗହଳି ଲାଗି ରହିଥିଲା l
Read More News
T & CPrivacy PolicyContact Us