Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଗୋସାଣୀ ବ୍ଳକ ର ପାକ୍ସ ଓ ସାର କେନ୍ଦ୍ର ପରିଦର୍ଶନ କଲେ ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତା

Paralakhemundi, Gajapati | Sep 11, 2025
ଗୋସାଣୀ ବ୍ଳକ ର ପାକ୍ସ ଓ ସାର କେନ୍ଦ୍ର ପରିଦର୍ଶନ କଲେ ଗଜପତି ଜିଲ୍ଲାପାଳ ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଏକ ଉଚ୍ଚ ସ୍ତରୀୟ ଟିମ୍ ସହ ଗୁରୁବାର ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଉପଲଡ଼ା ଓ କଥଲକଇଠା ପ୍ରାଥମିକ କୃଷି ସମବାୟ ସମିତି କେନ୍ଦ୍ର ପରିଦର୍ଶନ କରିଥିଲେ । ଜିଲ୍ଲାର ଚାଷୀ ମାନଙ୍କୁ ସାର ଉପଲବ୍ଧତା ଏବଂ ବଣ୍ଟନ ତଦାରଖ କରିବା ପାଇଁ ଆଜି ହଠାତ୍ ଜିଲ୍ଲାପାଳ ଗୋଷାଣି ବ୍ଲକର ବିଭିନ୍ନ ପାକ୍ସ ଓ ମାର୍କଫେଡ୍ ଗୋଦାମ ପରିଦର୍ଶନ କରିଥିଲେ । ଏହା ସହ ଜିଳ୍ଲାର କୃଷି କାର୍ଯ୍ୟର ସରଳ କରଣ କରିବା ନିମନ୍ତେ ଡିଜିଟାଲ ଫସଲ ସର୍ଭେର ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଙ୍କ ସହ ଅତିରିକ
Read More News
T & CPrivacy PolicyContact Us