This browser does not support the video element.
ଧରାକୋଟ: ରୁଗୁମୁ ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ
Dharakote, Ganjam | Aug 25, 2025
ନିଜ ପଞ୍ଚାୟତ ରେ ନିଜର ସମସ୍ୟା ଜଣାଇବା ପାଇଁ ଆରମ୍ଭ ହୋଇଛି ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ । ନିଜ ନିଜର ସମସ୍ୟା ସମ୍ପର୍କରେ ଏଣିକି ଲୋକଙ୍କୁ ବାହାରକୁ ଯାଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଲୋକେ ଡୋର ଷ୍ଟେପ ରେ ସମସ୍ତ ସମସ୍ୟାର ସମାଧାନ ପାଇଁ ଏବେ ସୁଯୋଗ ପାଇଛନ୍ତି ।ସଂପ୍ରତି ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଅନୁସାରେ ଆରମ୍ଭ ହୋଇଛି ପଞ୍ଚାୟତ ସ୍ତରରେ ଜନ ଶୁଣାଣି କାର୍ଯ୍ୟକ୍ରମ । ଆଜି ଧରାକୋଟ ବ୍ଲକର ରୁଗୁମୁ ପଞ୍ଚାୟତ ରେ ଅନୁଷ୍ଠିତ ହୋଇଯାଇଛି ।